ଘନଘୋର

ଉଇକିଅଭିଧାନ‌ରୁ

ଘନଘୋର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
(file)

ସଂସ୍କୃତ - ବିଶେଷଣ - (୩ୟା ତତ୍; ଘନ+ଘୋର=ଅଚ୍ଛନ୍ନ)[ସମ୍ପାଦନା]

୧. ମେଘାଚ୍ଛନ୍ନ —୧. Overclouded.
୨. (ଉପମିତ କର୍ମ୍ମଧା; ଘନ ପରି ଘୋର=ଭୀଷଣ) ମେଘ ପରି ଭୟଙ୍କର —୨. Frightening like the clouds.


୩. (ଘନ ପରି ଘୋର=ଗମ୍ଭୀର) ଜଳଦଗମ୍ଭୀର; ମେଘପରି ଗମ୍ଭୀର ଧ୍ୱନିଯୁକ୍ତ —Rumbling like clouds; with grave or thundering sound.
୪. (ଘନ=ଅତ୍ୟନ୍ତ+ଘୋର=ଭୀଷଣ)—ଅତି ଭୀଷଣ — ୪. Very frightful.