Jump to content

ମଇଦାଣ୍ଡି

ଉଇକିଅଭିଧାନ‌ରୁ

ମଇଦାଣ୍ଡି

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର ପ୍ରାନ୍ତ) ବିଶେଷ୍ୟ - (ସଂସ୍କୃତ - ମେଧି+ଦଣ୍ଡ)

[ସମ୍ପାଦନା]

ମେଢ଼ିଖୁଣ୍ଟ; ଧାନ ବେଙ୍ଗଳା ପକାଇବା ପାଇଁ ବଳଦ ଯୋଚା ଦାଉଣୀ ବନ୍ଧାଥିବା ଖୁଣ୍ଟ — The central post to which bullocks are tethered for treading paddy.