ମଇଦାଣ୍ଡି

ଉଇକିଅଭିଧାନ‌ରୁ

ମଇଦାଣ୍ଡି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ପ୍ରାଦେଶିକ - (ବାଲେଶ୍ୱର ପ୍ରାନ୍ତ) ବିଶେଷ୍ୟ - (ସଂସ୍କୃତ - ମେଧି+ଦଣ୍ଡ)[ସମ୍ପାଦନା]

ମେଢ଼ିଖୁଣ୍ଟ; ଧାନ ବେଙ୍ଗଳା ପକାଇବା ପାଇଁ ବଳଦ ଯୋଚା ଦାଉଣୀ ବନ୍ଧାଥିବା ଖୁଣ୍ଟ — The central post to which bullocks are tethered for treading paddy.