କ୍ଷାମ
ଦେଖଣା
କ୍ଷାମ —
ଉଚ୍ଚାରଣ: Kshāma
କ୍ଷାମତା, କ୍ଷାମତ୍ବବି
ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) —
୧: କ୍ଷୟପ୍ରାପ୍ତ —୧. Diminished; wasted.
୨: ସରୁ; କ୍ଷୀଣ — ୨. Delicate; lean; slender; slim.
୩: ଦୁର୍ବଳ —୩. Enfeebled; weak; infirm; debilitated.
୪: ଶୁଷ୍କ —୪. dry; dried up.
୫: ରୁକ୍ଷ —୫. Harsh; rough.
୬: (ତାପଯୋଗୁଁ) ପୋଡ଼ିଯାଇ ଥିବା; ଦଗ୍ଧ — ୬. Scorched; singed.
୭: ପୋଡ଼ି ଅଙ୍ଗାର ବା ପାଉଁଶ ହୋଇଥିବା — ୭. Charred; burnt to ashes.
୮: କ୍ଷୀଣ (ସ୍ବର) —୮. Slight (voice).
୯: କ୍ଷୀଣତା ପ୍ରାପ୍ତ —୯. Weakened; emaciated; reduced.
ସଂ. ବି. —
୧: ବିଷ୍ଣୁଙ୍କର ନାମ (ସହସ୍ର ନାମ ମଧ୍ୟରୁ ଏକ ନାମ) — ୧. A name of Bishṇu.
୨: ବିନାଶ —୨. Destruction.