କ୍ଷାମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷାମ
ଉଚ୍ଚାରଣ: Kshāma

କ୍ଷାମତା, କ୍ଷାମତ୍ବବି

ସଂ. ବିଣ. (କ୍ଷୈ ଧାତୁ=କ୍ଷୀଣ ହେବା+ କର୍ତ୍ତୃ. ତ, ନିପାତନ) —

୧: କ୍ଷୟପ୍ରାପ୍ତ —୧. Diminished; wasted.

୨: ସରୁ; କ୍ଷୀଣ — ୨. Delicate; lean; slender; slim.

୩: ଦୁର୍ବଳ —୩. Enfeebled; weak; infirm; debilitated.

୪: ଶୁଷ୍କ —୪. dry; dried up.

୫: ରୁକ୍ଷ —୫. Harsh; rough.

୬: (ତାପଯୋଗୁଁ) ପୋଡ଼ିଯାଇ ଥିବା; ଦଗ୍ଧ — ୬. Scorched; singed.

୭: ପୋଡ଼ି ଅଙ୍ଗାର ବା ପାଉଁଶ ହୋଇଥିବା — ୭. Charred; burnt to ashes.

୮: କ୍ଷୀଣ (ସ୍ବର) —୮. Slight (voice).

୯: କ୍ଷୀଣତା ପ୍ରାପ୍ତ —୯. Weakened; emaciated; reduced.

ସଂ. ବି. —

୧: ବିଷ୍ଣୁଙ୍କର ନାମ (ସହସ୍ର ନାମ ମଧ୍ୟରୁ ଏକ ନାମ) — ୧. A name of Bishṇu.

୨: ବିନାଶ —୨. Destruction.