ଭରସା
ବିଶେଷ୍ୟ (ଦେଶଜ)[ସମ୍ପାଦନା]
- ପ୍ରତ୍ୟୟ; ଆସ୍ଥା; ବିଶ୍ଵାସ; ନିର୍ଭରତା
- ନିର୍ଭରଶୀଳତା
- ଆଶା
- ଆଶ୍ରୟ; ଅବଲମ୍ବନ
- ହେମତ୍
- ସାହାସ
- ଆଶାର ସ୍ଥଳଭରସା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର+ଆଶା)[ସମ୍ପାଦନା]
- ୧. ପ୍ରତ୍ୟୟ; ଅସ୍ଥା; ବିଶ୍ୱାସ; ନିର୍ଭରତା —୧. Reliance; trust
- ୨. ନିଭର— ଶୀଳତା —୨. Confidence.
- ୩. ଆଶା — ୩. Hope; expection.
(ଉ—ନ ଫିଙ୍ଗି ପୁଣି ହଟି, ସୁନ୍ଦର ନୂହଇଟି, ବିଚାରି ଭରସା ବଢ଼ାଅ ଅପରିମିତ କବିସୂର୍ଯ୍ୟ. ସଙ୍ଗୀତ)
- ୪. ଆଶ୍ରୟ; ଅବଲମ୍ୱନ — ୪. Shelter; refuge.
- ୫. ହେମତ୍ —୫. Encouragement.
- ୬. ସାହସ —m୬. Courage.
(ଉ— ଡ଼ାକିମଧ୍ୟମାକୁ ଡ଼ାକି ଆଣିବାକୁ ଏଠାକୁ କାହା ଭରସା— କବିସୂର୍ଯ୍ୟ. କିଶୋରୀଚମ୍ୱୂ ତ. ଗୀତା)
- ୭. ଆଶାର ସ୍ଥଳ — ୭. Place or resort of one's hopes; one's last resort or hope