ତକିଆ
ଦେଖଣା
ତକିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତକିୟା)
[ସମ୍ପାଦନା]- ୧. ମାଣ୍ଡି; ବାଲିସ୍; ଅପସର; ମୁଚୂଳା —୧. Pillow; bolster.
ପ୍ରଳୟକାଳେ କ୍ରୋଧାରୁଣ ଶମ୍ଭୁର ମସ୍ତକ ତକିଆ ପରା— କବିସୂର୍ଯ୍ୟ. ଚନ୍ଦ୍ରକଳା
- ୨. ମୁସଲମାନ ଫକୀର ବା ମହାପୁରୁଷମାନଙ୍କର କବର; ଆଶ୍ରମ (ଯଥା—ଫକୀରତକିଆ) —୨. Grave of Mahomedan saints.