ତକିଆ

ଉଇକିଅଭିଧାନ‌ରୁ

ତକିଆ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ତକିୟା)[ସମ୍ପାଦନା]

୧. ମାଣ୍ଡି; ବାଲିସ୍; ଅପସର; ମୁଚୂଳା —୧. Pillow; bolster.

ପ୍ରଳୟକାଳେ କ୍ରୋଧାରୁଣ ଶମ୍ଭୁର ମସ୍ତକ ତକିଆ ପରା— କବିସୂର୍ଯ୍ୟ. ଚନ୍ଦ୍ରକଳା

୨. ମୁସଲମାନ ଫକୀର ବା ମହାପୁରୁଷମାନଙ୍କର କବର; ଆଶ୍ରମ (ଯଥା—ଫକୀରତକିଆ) —୨. Grave of Mahomedan saints.