Jump to content

ତଙ୍କ

ଉଇକିଅଭିଧାନ‌ରୁ

ତଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଢଙ୍କ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପଥରକଟା ଶସ୍ତ୍ର ବିଶେଷ; ପୁଆରୀ —୧. An instrument for cutting stone.
୨. ଆତଙ୍କ; ଡ଼ର; ଭୟ —୨. Fear; apprehension.
୩. ପ୍ରିୟବିୟୋଗ ଦୁଃଖ (ହିନ୍ଦୀ - ଶବ୍ଦସାଗର) — ୩. Grief due to separation from one's dear person.
୪. ପିନ୍ଧିବାର ଲୁଗା— (ହିନ୍ଦୀ - ଶବ୍ଦସାଗର) — ୪. Wearing cloth.
୫. ଦୁଃଖରେ ଜୀବନଧାରଣ — ୫. Miserable existence (Apte).