ତଙ୍କ
ଦେଖଣା
ତଙ୍କ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଢଙ୍କ ଧାତୁ+ଭାବ. ଅ)
[ସମ୍ପାଦନା]- ୧. ପଥରକଟା ଶସ୍ତ୍ର ବିଶେଷ; ପୁଆରୀ —୧. An instrument for cutting stone.
- ୨. ଆତଙ୍କ; ଡ଼ର; ଭୟ —୨. Fear; apprehension.
- ୩. ପ୍ରିୟବିୟୋଗ ଦୁଃଖ (ହିନ୍ଦୀ - ଶବ୍ଦସାଗର) — ୩. Grief due to separation from one's dear person.
- ୪. ପିନ୍ଧିବାର ଲୁଗା— (ହିନ୍ଦୀ - ଶବ୍ଦସାଗର) — ୪. Wearing cloth.
- ୫. ଦୁଃଖରେ ଜୀବନଧାରଣ — ୫. Miserable existence (Apte).