ଭଙ୍ଗି କାଢ଼ିବା
ଭଙ୍ଗି କାଢ଼ିବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଭଙ୍ଗି ଦେଖା[ଖେ]ଇବା, ଭଙ୍ଗି ହେବାଅନ୍ୟରୂପ
ଅନୁବାଦ[ସମ୍ପାଦନା]
ଭଙ୍ଗି କାଢ଼ିବା
|
ଦେଶଜ - କ୍ରିୟାପଦ -[ସମ୍ପାଦନା]
- ୧. ଚାତୁରୀ ଦେଖାଇବା; ଛଇ ଦେଖାଇବା — ୧. To display tricks.
- ୨. ଛଟକ ଦେଖାଇବା —୨. To assume enchanting ways.
- ୩. ଥଟ୍ଟା ଖେଳିବା —୩. To play tricks.
- ୪. ପ୍ରକାର ଦେଖାଇବା —୪. To display various curious modes or ways.