Jump to content

ଚଟକା

ଉଇକିଅଭିଧାନ‌ରୁ

ଚଟକା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ଚଟକ+ଆ)

[ସମ୍ପାଦନା]
୧. ମାଈ ଘରଚଟିଆ ଚଢ଼େଇ — ୧. A hen-sparrow.
୨. ପିପ୍ପଳୀ ମୂଳ — ୨. Root of long pepper.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚିପିଟ=ଚୁଡ଼ା; ଚୁଡ଼ାପରି ପତଳା)

[ସମ୍ପାଦନା]
୧. ଚେପଟା — ୧. Flat.
୨. ସମତଳ — ୨. Even.

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ନୀଳଗିରିର ଦୁଇ କ୍ରୋଶ ଦୂରରେ ଅବସ୍ଥିତ ଗୋଟିଏ ନିର୍ଝର —Name of a mountain- spring in the Nilgiri state of Orissa.