ଚଟକା

ଉଇକିଅଭିଧାନ‌ରୁ

ଚଟକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ.—(ଚଟକ+ଆ)[ସମ୍ପାଦନା]

୧. ମାଈ ଘରଚଟିଆ ଚଢ଼େଇ — ୧. A hen-sparrow.
୨. ପିପ୍ପଳୀ ମୂଳ — ୨. Root of long pepper.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଚିପିଟ=ଚୁଡ଼ା; ଚୁଡ଼ାପରି ପତଳା)[ସମ୍ପାଦନା]

୧. ଚେପଟା — ୧. Flat.
୨. ସମତଳ — ୨. Even.

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ନୀଳଗିରିର ଦୁଇ କ୍ରୋଶ ଦୂରରେ ଅବସ୍ଥିତ ଗୋଟିଏ ନିର୍ଝର —Name of a mountain- spring in the Nilgiri state of Orissa.