ଲକ୍ଷ୍ମୀ କାନ୍ଧରେ ବସିବା
ଦେଖଣା
ଲକ୍ଷ୍ମୀ କାନ୍ଧରେ ବସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଲକ୍ଷ୍ମୀ କାନ୍ଧରେ ବସିବା
|
ଲକ୍ଷ୍ମୀକାନ୍ଧରେ ରହିବା, ଲକ୍ଷ୍ମୀକାନ୍ଧରେ ବିଜେ କରିବା ଅନ୍ୟରୂପ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସୌଭାଗ୍ୟଦ୍ୱାରା ବେଷ୍ଟିତ ହେବା — Dawning of good fortune or prosperity.
(ପ୍ରୟୋଗ—ଅମୁକର କାନ୍ଧରେ ଲକ୍ଷ୍ମୀ ବସେଲେଣି)
[ଉ—ଲକ୍ଷ୍ମୀ କାନ୍ଧରେ ରହିବା ଯୋଗୁଁ କାର୍ତ୍ତିକେୟ ଚନ୍ଦ୍ରଙ୍କ ପରି ଶୋଭା କଲେ ତାଙ୍କ କାୟ କୃଷ୍ଣସିଂହ. ମହାଭାରତ ବନ]