Jump to content

ଲକ୍ଷ୍ମୀ କାନ୍ଧରେ ବସିବା

ଉଇକିଅଭିଧାନ‌ରୁ

ଲକ୍ଷ୍ମୀ କାନ୍ଧରେ ବସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଲକ୍ଷ୍ମୀକାନ୍ଧରେ ରହିବା, ଲକ୍ଷ୍ମୀକାନ୍ଧରେ ବିଜେ କରିବା ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୌଭାଗ୍ୟଦ୍ୱାରା ବେଷ୍ଟିତ ହେବା — Dawning of good fortune or prosperity.

(ପ୍ରୟୋଗ—ଅମୁକର କାନ୍ଧରେ ଲକ୍ଷ୍ମୀ ବସେଲେଣି)

[ଉ—ଲକ୍ଷ୍ମୀ କାନ୍ଧରେ ରହିବା ଯୋଗୁଁ କାର୍ତ୍ତିକେୟ ଚନ୍ଦ୍ରଙ୍କ ପରି ଶୋଭା କଲେ ତାଙ୍କ କାୟ କୃଷ୍ଣସିଂହ. ମହାଭାରତ ବନ]