ଚଉରାଳିଶ

ଉଇକିଅଭିଧାନ‌ରୁ

ଚଉରାଳିଶ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ଚଉରାଳିଶି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚତୁଶ୍ଚତ୍ୱାରିଂଶତ୍; ପ୍ରା. ଚଉବ୍ୱାଳିସଇ)[ସମ୍ପାଦନା]

ଚାଳିଶିରୁ ଚାରି ଅଧିକ ସଂଖ୍ୟା;୪୪: ସଂଖ୍ୟା — ୪୪; fortyfour.

ଦେଶଜ - ବିଶେଷଣ -[ସମ୍ପାଦନା]

୪୪: ସଂଖ୍ୟକ — Numbering fortyfour.