ଚଉରାଳିଶ
(ଚଉରାଳିଶି—ଅନ୍ୟରୂପ)
ଚାଳିଶିରୁ ଚାରି ଅଧିକ ସଂଖ୍ୟା;୪୪: ସଂଖ୍ୟା — ୪୪; fortyfour.
୪୪: ସଂଖ୍ୟକ — Numbering fortyfour.