ଜଗଝମ୍ପ
ଦେଖଣା
ଜଗଝମ୍ପ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଗଝମ୍ପା, ଜଗଝାମ୍ପ—ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗଝମ୍ପ=ତାଳବିଶେଷ) ଯୋଗେଶଚନ୍ଦ୍ର; ସଂସ୍କୃତ - ଜଗଝମ୍ପ=ବାଦ୍ୟବିଶେଷ. ହିନ୍ଦୀ - ଶବ୍ଦସାଗର)
[ସମ୍ପାଦନା]ମାଟିର ଏକ ମୁହାଁ ଆନଦ୍ଧ ବାଦ୍ୟ; ଏକ ପ୍ରକାର ବଡ଼ ଢ଼ୋଲ; ପ୍ରାଚୀନ ଋଣବାଦ୍ୟ —A large kettle-drum.
ଜଗଝମ୍ପ, ଝରଝରା, ଦାମାମା ଦୂନ୍ଦୁଭି ରାଧାନାଥ. ମହାଯାତ୍ରା