ଜଗଝମ୍ପ

ଉଇକିଅଭିଧାନ‌ରୁ

ଜଗଝମ୍ପ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଜଗଝମ୍ପା, ଜଗଝାମ୍ପ—ଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଗଝମ୍ପ=ତାଳବିଶେଷ) ଯୋଗେଶଚନ୍ଦ୍ର; ସଂସ୍କୃତ - ଜଗଝମ୍ପ=ବାଦ୍ୟବିଶେଷ. ହିନ୍ଦୀ - ଶବ୍ଦସାଗର)[ସମ୍ପାଦନା]

ମାଟିର ଏକ ମୁହାଁ ଆନଦ୍ଧ ବାଦ୍ୟ; ଏକ ପ୍ରକାର ବଡ଼ ଢ଼ୋଲ; ପ୍ରାଚୀନ ଋଣବାଦ୍ୟ —A large kettle-drum.

ଜଗଝମ୍ପ, ଝରଝରା, ଦାମାମା ଦୂନ୍ଦୁଭି ରାଧାନାଥ. ମହାଯାତ୍ରା