କଚ
ଦେଖଣା
କଚ —
ଉଚ୍ଚାରଣ: Kacha
ସଂ. ବି. (କଚ୍ ଧାତୁ=ବନ୍ଧନ କରିବା+କର୍ମ. ଅ; ୟାହାକୁ ବନ୍ଧନ କରାଯାଏ) —
୧: କେଶ; ମୁଣ୍ଡବାଳ —୧. Hair.
୨: ଶୁଷ୍କ ବ୍ରଣ; ବ୍ରଣର ଦାଗ — ୨. A healed sore; cicatrix.
୩: ମେଘ —୩. Cloud.
୪: (+ କର୍ତ୍ତୃ. ଅ)—ବୃହସ୍ପତିଙ୍କ ପୁତ୍ର ୪. A son of Bṛuhaspati.
୫: (+ଭାବ. ଅ)—ବନ୍ଧ; ବନ୍ଧନ — ୫. Bond; binding.
୬: ଶୋଭା —୬. Beauty; splendour.