କଚ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କଚ
ଉଚ୍ଚାରଣ: Kacha

ସଂ. ବି. (କଚ୍ ଧାତୁ=ବନ୍ଧନ କରିବା+କର୍ମ. ଅ; ୟାହାକୁ ବନ୍ଧନ କରାଯାଏ) —

୧: କେଶ; ମୁଣ୍ଡବାଳ —୧. Hair.

୨: ଶୁଷ୍କ ବ୍ରଣ; ବ୍ରଣର ଦାଗ — ୨. A healed sore; cicatrix.

୩: ମେଘ —୩. Cloud.

୪: (+ କର୍ତ୍ତୃ. ଅ)—ବୃହସ୍ପତିଙ୍କ ପୁତ୍ର ୪. A son of Bṛuhaspati.

୫: (+ଭାବ. ଅ)—ବନ୍ଧ; ବନ୍ଧନ — ୫. Bond; binding.

୬: ଶୋଭା —୬. Beauty; splendour.