ଟଳି ପଡ଼ିବା
ଦେଖଣା
ଟଳି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଟଳିଯିବା—ଅନ୍ୟରୂପ)
ଦେଶଜ - କ୍ରି.—(ସଂସ୍କୃତ - ଟଳ ଧାତୁ)
[ସମ୍ପାଦନା]- ୧. ଢ଼ଳି କରି ତଳେ ପଡ଼ିଯିବା —୧. To fall to the ground reeling; to topple down.
- ୨. (ଲକ୍ଷଣାର୍ଥ) ମରିବା — ୨. (figurative) To die.
- ୩. (ଲକ୍ଷଣାର୍ଥ)—ଲୁପ୍ତହେବା — ୩. (figurative) To disappear.
ଟଳି ପଡ଼ୁଥାଏ ମୋର ବିବେଚନା—କବିସୂର୍ଯ୍ୟ. ସଙ୍ଗୀତ