ଟଳି ପଡ଼ିବା

ଉଇକିଅଭିଧାନ‌ରୁ

ଟଳି ପଡ଼ିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଟଳିଯିବା—ଅନ୍ୟରୂପ)

ଦେଶଜ - କ୍ରି.—(ସଂସ୍କୃତ - ଟଳ ଧାତୁ)[ସମ୍ପାଦନା]

୧. ଢ଼ଳି କରି ତଳେ ପଡ଼ିଯିବା —୧. To fall to the ground reeling; to topple down.
୨. (ଲକ୍ଷଣାର୍ଥ) ମରିବା — ୨. (figurative) To die.
୩. (ଲକ୍ଷଣାର୍ଥ)—ଲୁପ୍ତହେବା — ୩. (figurative) To disappear.

ଟଳି ପଡ଼ୁଥାଏ ମୋର ବିବେଚନା—କବିସୂର୍ଯ୍ୟ. ସଙ୍ଗୀତ