ଫେରାଦ
ଦେଖଣା
ଫେରାଦ
ଉଚ୍ଚାରଣ
[ସମ୍ପାଦନା]ଫେରିଆଦ, ଫେରିଆଦିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ଫରୀୟାଦ୍)
[ସମ୍ପାଦନା]- ୧. କୌଣସି ବ୍ୟକ୍ତି ବିରୋଧରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ନିକଟରେ ବା ଅଦାଲତରେ ଅଭିଯୋଗ ଗୁହାରୀ — ୧. Complaint; filing of a charge of an offence against a person
ଅନୁବାଦ
[ସମ୍ପାଦନା]- ୨. (ଫାରାସୀ - ଫରୀୟାଦୀ) ଗୁହାରିଆ ବ୍ୟକ୍ତି; ମକଦମାରେ ତାଦୀ —୨. Complainant or plaintiff.
ବିଣ—(ଫାରାସୀ - ଫରୀୟାଦୀ)
[ସମ୍ପାଦନା]- ୧. ଗୁହାରିଆ — ୧. Complaining
- ୨. ଅଭିଯୋଗକାରୀ —୨. Bringing a charge of an offence against a person.
- ୩. ଯେଉଁ ବିଷୟରେ ଅଭିଯୋଗ ଅଣାଯାଇ ଥାଏ — ୩. (the matter) Complained.