ଫେରାଦ

ଉଇକିଅଭିଧାନ‌ରୁ

ଫେରାଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଫେରିଆଦ, ଫେରିଆଦିଅନ୍ୟରୂପ

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ଫରୀୟାଦ୍)[ସମ୍ପାଦନା]

୧. କୌଣସି ବ୍ୟକ୍ତି ବିରୋଧରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ନିକଟରେ ବା ଅଦାଲତରେ ଅଭିଯୋଗ ଗୁହାରୀ — ୧. Complaint; filing of a charge of an offence against a person

ଅନୁବାଦ[ସମ୍ପାଦନା]

୨. (ଫାରାସୀ - ଫରୀୟାଦୀ) ଗୁହାରିଆ ବ୍ୟକ୍ତି; ମକଦମାରେ ତାଦୀ —୨. Complainant or plaintiff.

ବିଣ—(ଫାରାସୀ - ଫରୀୟାଦୀ)[ସମ୍ପାଦନା]

୧. ଗୁହାରିଆ — ୧. Complaining
୨. ଅଭିଯୋଗକାରୀ —୨. Bringing a charge of an offence against a person.
୩. ଯେଉଁ ବିଷୟରେ ଅଭିଯୋଗ ଅଣାଯାଇ ଥାଏ — ୩. (the matter) Complained.