ଗାମ୍ଭୀର୍ଯ୍ୟ
ଦେଖଣା
ଗାମ୍ଭୀର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗାମ୍ଭୀର+ଭାବାର୍ଥେ. ଯ)
[ସମ୍ପାଦନା]- ୧. ଗମ୍ଭୀରତା — ୧. Gravity; seriousness.
- ୨. ପ୍ରଗାଢ଼ତା —୨. Depth; profundity.
- ୩. ମାହାତ୍ମ୍ୟ; ମହତ୍ୱ —୩. Dignity.
- ୪. ଧୈର୍ଯ୍ୟ; ଅଚାଲ୍ୟ; ହର୍ଷ, କ୍ରୋଧ ବା ଭୟ ଯୋଗୁ ଅଧୀର ନ ନ ହେବାରୁ ଭାବ —୪. Patience.
- ୫. ବିକାରହୀନତା —୫. Sublimity; serenity.
- ୬. ଗୂଢ଼ତା; ଜଳଟିତା —୬. Mystery.