ଗାମ୍ଭୀର୍ଯ୍ୟ

ଉଇକିଅଭିଧାନ‌ରୁ

ଗାମ୍ଭୀର୍ଯ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ଗାମ୍ଭୀର+ଭାବାର୍ଥେ. ଯ)[ସମ୍ପାଦନା]

୧. ଗମ୍ଭୀରତା — ୧. Gravity; seriousness.
୨. ପ୍ରଗାଢ଼ତା —୨. Depth; profundity.
୩. ମାହାତ୍ମ୍ୟ; ମହତ୍ୱ —୩. Dignity.
୪. ଧୈର୍ଯ୍ୟ; ଅଚାଲ୍ୟ; ହର୍ଷ, କ୍ରୋଧ ବା ଭୟ ଯୋଗୁ ଅଧୀର ନ ନ ହେବାରୁ ଭାବ —୪. Patience.
୫. ବିକାରହୀନତା —୫. Sublimity; serenity.
୬. ଗୂଢ଼ତା; ଜଳଟିତା —୬. Mystery.