ଗରଣ
ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ =ସେଚନ, ଗ୍ରାସ କରିବା+ ଭାବ.ଅନ)
[ସମ୍ପାଦନା]
- ୧. ଛିଞ୍ଚିବା; ସେଚନ —୧. Sprinkling.
- ୨. ଗିଳିବା —୨. Swallowing.
- ୩. ଭକ୍ଷଣ —୩. Eating.
- ୪. ବିଷ —୪. Poison.
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)
[ସମ୍ପାଦନା]
ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ —Eclipse.