ଗରଣ

ଉଇକିଅଭିଧାନ‌ରୁ

ଗରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ =ସେଚନ, ଗ୍ରାସ କରିବା+ ଭାବ.ଅନ)[ସମ୍ପାଦନା]

୧. ଛିଞ୍ଚିବା; ସେଚନ —୧. Sprinkling.
୨. ଗିଳିବା —୨. Swallowing.
୩. ଭକ୍ଷଣ —୩. Eating.
୪. ବିଷ —୪. Poison.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)[ସମ୍ପାଦନା]

ସୂର୍ଯ୍ୟ ବା ଚନ୍ଦ୍ର ଗ୍ରହଣ —Eclipse.