ଦଣ୍ଡପାଳକ
ଦେଖଣା
ଦଣ୍ଡପାଳକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦଣ୍ଡପାଳକ
|
ସଂସ୍କୃତ - ବିଶେଷଣ - (ଦଣ୍ଡ+ ପାଳକ=ରକ୍ଷକ)
[ସମ୍ପାଦନା]- ୧. ଧର୍ମାଧିକରଣିକ; ବିଚାରପତି —୧. Judge.
- ୨. ଦୈବାରିକ; ଦ୍ୱାରୀ; ଦ୍ୱାର ରକ୍ଷକ — ୨. A door-keeper; a watchman.
ବିଶେଷ୍ୟ -
[ସମ୍ପାଦନା]- ୧. ଦଣ୍ଡିପୋହଳା ମାଛ; କାଠିପୋହଳା ମାଛ — ୧. A kind of fresh water fish.
[ ଦ୍ର—ଏମାନେ ଲମ୍ୱରେ ୫/୭: ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି]
- ୨. ଦଣ୍ଡକିରି ମାଛ —୨. A kind of fry fish; Perilampus; Lambuca.