ଦଣ୍ଡପାଳକ

ଉଇକିଅଭିଧାନ‌ରୁ

ଦଣ୍ଡପାଳକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଦଣ୍ଡ+ ପାଳକ=ରକ୍ଷକ)[ସମ୍ପାଦନା]

୧. ଧର୍ମାଧିକରଣିକ; ବିଚାରପତି —୧. Judge.
୨. ଦୈବାରିକ; ଦ୍ୱାରୀ; ଦ୍ୱାର ରକ୍ଷକ — ୨. A door-keeper; a watchman.

ବିଶେଷ୍ୟ -[ସମ୍ପାଦନା]

୧. ଦଣ୍ଡିପୋହଳା ମାଛ; କାଠିପୋହଳା ମାଛ — ୧. A kind of fresh water fish.

[ ଦ୍ର—ଏମାନେ ଲମ୍ୱରେ ୫/୭: ଆଙ୍ଗୁଳ ପର୍ଯ୍ୟନ୍ତ ବଢ଼ନ୍ତି]

୨. ଦଣ୍ଡକିରି ମାଛ —୨. A kind of fry fish; Perilampus; Lambuca.