ମକୁଳ

ଉଇକିଅଭିଧାନ‌ରୁ

ମକୁଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍କ, ଧାତୁ=ଭୂଷିତ କରିବା+କର୍ତ୍ତୃ. ଉଳ)[ସମ୍ପାଦନା]

୧. ଫୁଲର କଢ଼ି —୧. Bud; blossom.
୨. ବକୁଳ (ଗଛ) —୨. The Bakuḻa tree (Apte).