Jump to content

ମକୁଳ

ଉଇକିଅଭିଧାନ‌ରୁ

ମକୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍କ, ଧାତୁ=ଭୂଷିତ କରିବା+କର୍ତ୍ତୃ. ଉଳ)

[ସମ୍ପାଦନା]
୧. ଫୁଲର କଢ଼ି —୧. Bud; blossom.
୨. ବକୁଳ (ଗଛ) —୨. The Bakuḻa tree (Apte).