ଣ
ଦେଖଣା
ଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ -
[ସମ୍ପାଦନା]ପଞ୍ଚଦଶ ବ୍ୟଞ୍ଜନ ବର୍ଣ୍ଣ ଟ ବର୍ଗର ପଞ୍ଚମ ବର୍ଣ୍ଣ ଆନୁନାସିକ ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧ —Fifteenth consonant; cerebral; nasal; corresponding to cerebral gliding sound of N in 'turning'
[ଦ୍ରଷ୍ଟବ୍ୟ —ଏ ଅକ୍ଷରାଦ୍ୟରେ କୌଣସି ଶବ୍ଦ ନ ଥିବାରୁ ଓଡ଼ିଶାର କବିମାନେ ଚଉତିଶା ପ୍ରଭୂତିରେ 'ଣାଦ୍ୟ' ପଦମାନଙ୍କୁ 'ଅ' ଅକ୍ଷରରେ ଆରମ୍ଭ କରିଅଛନ୍ତି
ହିନ୍ଦୀ ଓ ବଙ୍ଗଳାରେ ଣର ଉଚ୍ଚାରଣ ନ ପରି ଓଡ଼ିଶାର 'ଣ'ର ସ୍ୱତନ୍ତ୍ର ଉଚ୍ଚାରଣ ସ୍ଥାନରେ ସମ୍ୱଲପୂରିଆମାନେ 'ନ' ଉଚ୍ଚାରଣ କରନ୍ତି]
ବିଶେଷ୍ୟ -
[ସମ୍ପାଦନା]- ୧. ଜ୍ଞାନ —୧. Knowledge.
- ୨. ଚୈତନ୍ୟ —୨. Consciousness.
- ୩. ନିଶ୍ଚୟ —୩. Certainty.
- ୪. ଭୂଷଣ —୪. Ornament.
- ୫. ଶିବ —୫. Ṡiba.
- ୬. ଜଳାଶୟ —୬. Pond.
ବିଶେଷଣ -
[ସମ୍ପାଦନା]ନିର୍ଗୁଣ —Devoid of any attribute.
ଅ. (ପଦ୍ୟରେ ବ୍ୟବହୃତ)
[ସମ୍ପାଦନା]- ୧. ଅସମାପିକା କ୍ରିୟା ଶେଷରେ ପଦ୍ୟରେ ଅକ୍ଷର ପୂରଣ ନିମିତ୍ତ ବ୍ୟବହୃତ ହୁଏ — An inflection used after present participle in poetry.
(ଯଥା—କିରଣ, ଖାଇଣ ଇତ୍ୟାଦି)
- ୨. (ପ୍ରାଚୀନ କବି ପ୍ରୟୋଗ)—ସଂସ୍କୃତ - ଭାବନାର୍ଥ କ୍ରିୟା ଶେଷରେ ଅକ୍ଷର ପୂରଣାର୍ଥ ବ୍ୟବହାର — ୨. A letter added to verbs in potential mood by classic poets.
ପାରିଲେଣ ୟେଥୁ ମୋତେ ଉଦ୍ଧରିଣ ଧରି ପ୍ରତାପ ଶଶିଶେଣା
- ୩. ଉପରେ —୩. On.
ଦେବକୀ ଷଟ ବର୍ଭପୁଣ, କଂସ ତ କଚାଡ଼େ ଶୀଳେଣ ଜଗନ୍ନାଥ. ଭାଗବତ
- ୪.ରେ —୪. In.
କମଳ ଲୋଚନ ଶ୍ରୀହରି କରେଣ ଶଙ୍ଖ ଚକ୍ରଧାରୀ—କମଳଲୋଚନ. ଚଉତିଶା