ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ -[ସମ୍ପାଦନା]

ପଞ୍ଚଦଶ ବ୍ୟଞ୍ଜନ ବର୍ଣ୍ଣ ଟ ବର୍ଗର ପଞ୍ଚମ ବର୍ଣ୍ଣ ଆନୁନାସିକ ଏହାର ଉଚ୍ଚାରଣ ସ୍ଥାନ ମୂର୍ଦ୍ଧ —Fifteenth consonant; cerebral; nasal; corresponding to cerebral gliding sound of N in 'turning'

[ଦ୍ରଷ୍ଟବ୍ୟ —ଏ ଅକ୍ଷରାଦ୍ୟରେ କୌଣସି ଶବ୍ଦ ନ ଥିବାରୁ ଓଡ଼ିଶାର କବିମାନେ ଚଉତିଶା ପ୍ରଭୂତିରେ 'ଣାଦ୍ୟ' ପଦମାନଙ୍କୁ 'ଅ' ଅକ୍ଷରରେ ଆରମ୍ଭ କରିଅଛନ୍ତି

ହିନ୍ଦୀ ଓ ବଙ୍ଗଳାରେ ଣର ଉଚ୍ଚାରଣ ନ ପରି ଓଡ଼ିଶାର 'ଣ'ର ସ୍ୱତନ୍ତ୍ର ଉଚ୍ଚାରଣ ସ୍ଥାନରେ ସମ୍ୱଲପୂରିଆମାନେ 'ନ' ଉଚ୍ଚାରଣ କରନ୍ତି]

ବିଶେଷ୍ୟ -[ସମ୍ପାଦନା]

୧. ଜ୍ଞାନ —୧. Knowledge.
୨. ଚୈତନ୍ୟ —୨. Consciousness.
୩. ନିଶ୍ଚୟ —୩. Certainty.
୪. ଭୂଷଣ —୪. Ornament.
୫. ଶିବ —୫. Ṡiba.
୬. ଜଳାଶୟ —୬. Pond.

ବିଶେଷଣ -[ସମ୍ପାଦନା]

ନିର୍ଗୁଣ —Devoid of any attribute.

ଅ. (ପଦ୍ୟରେ ବ୍ୟବହୃତ)[ସମ୍ପାଦନା]

୧. ଅସମାପିକା କ୍ରିୟା ଶେଷରେ ପଦ୍ୟରେ ଅକ୍ଷର ପୂରଣ ନିମିତ୍ତ ବ୍ୟବହୃତ ହୁଏ — An inflection used after present participle in poetry.

(ଯଥା—କିରଣ, ଖାଇଣ ଇତ୍ୟାଦି)

୨. (ପ୍ରାଚୀନ କବି ପ୍ରୟୋଗ)—ସଂସ୍କୃତ - ଭାବନାର୍ଥ କ୍ରିୟା ଶେଷରେ ଅକ୍ଷର ପୂରଣାର୍ଥ ବ୍ୟବହାର — ୨. A letter added to verbs in potential mood by classic poets.

ପାରିଲେଣ ୟେଥୁ ମୋତେ ଉଦ୍ଧରିଣ ଧରି ପ୍ରତାପ ଶଶିଶେଣା

୩. ଉପରେ —୩. On.

ଦେବକୀ ଷଟ ବର୍ଭପୁଣ, କଂସ ତ କଚାଡ଼େ ଶୀଳେଣ ଜଗନ୍ନାଥ. ଭାଗବତ

୪.ରେ —୪. In.

କମଳ ଲୋଚନ ଶ୍ରୀହରି କରେଣ ଶଙ୍ଖ ଚକ୍ରଧାରୀ—କମଳଲୋଚନ. ଚଉତିଶା