ଖଗପତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଗପତି
ଉଚ୍ଚାରଣ: Khagapati

ସଂ. ବି. (୬: ଷ୍ଠୀ ତତ୍; ଖଗ+ପତି) —

୧: ଗରୁଡ଼ (ଏ ପକ୍ଷୀମାନଙ୍କ ମଧ୍ୟରେ ରାଜା) — ୧. Garuṟḍ̠a, the king of birds who is said to carry Bishṇu on his back.

୨: ସୂର୍ଯ୍ୟ (ହି. ଶବ୍ଦସାଗର) —୨. The sun.