ଖଗପତି
ଦେଖଣା
ଖଗପତି —
ଉଚ୍ଚାରଣ: Khagapati
ସଂ. ବି. (୬: ଷ୍ଠୀ ତତ୍; ଖଗ+ପତି) —
୧: ଗରୁଡ଼ (ଏ ପକ୍ଷୀମାନଙ୍କ ମଧ୍ୟରେ ରାଜା) — ୧. Garuṟḍ̠a, the king of birds who is said to carry Bishṇu on his back.
୨: ସୂର୍ଯ୍ୟ (ହି. ଶବ୍ଦସାଗର) —୨. The sun.