ଖଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଙ୍ଗ
ଉଚ୍ଚାରଣ: Khaṅga

ଦେ. ବି —

୧: ଅଭିମାନ —୧. Secret displeasure.

୨: ମନୋଦୁଃଖ —୨. Displeasure.

ତିଆରିଲେ ପିତା କଥାକୁ କରି ଖଙ୍ଗ କହୁଅଛୁ କଥା ତୁ ହୃଦେ ଧରି ରାଗ କୃଷ୍ଣସିଂହ ମହାଭାରତ ଉଦ୍ଯୋଗ

୩: କୌଣସି ଭଲ ଅର୍ଥରେ କଥା କହିଲେ ତାହାକୁ ମନ୍ଦ ଅର୍ଥରେ ବୁଝିବା —୩. Misunderstanding of any person's meaning.

ଦେ. ବିଣ —

୧: ଅଭିମାନଯୁକ୍ତ — ୧. Mentally displeased.

୨: ଦୁଃଖିତ —୨. Displeased; sorry.

୩: ଅଭିମାନିଆଁ —୩. Prone to take offence.