ଖଙ୍ଗ
ଦେଖଣା
ଖଙ୍ଗ —
ଉଚ୍ଚାରଣ: Khaṅga
ଦେ. ବି —
୧: ଅଭିମାନ —୧. Secret displeasure.
୨: ମନୋଦୁଃଖ —୨. Displeasure.
ତିଆରିଲେ ପିତା କଥାକୁ କରି ଖଙ୍ଗ କହୁଅଛୁ କଥା ତୁ ହୃଦେ ଧରି ରାଗ କୃଷ୍ଣସିଂହ ମହାଭାରତ ଉଦ୍ଯୋଗ
୩: କୌଣସି ଭଲ ଅର୍ଥରେ କଥା କହିଲେ ତାହାକୁ ମନ୍ଦ ଅର୍ଥରେ ବୁଝିବା —୩. Misunderstanding of any person's meaning.
ଦେ. ବିଣ —
୧: ଅଭିମାନଯୁକ୍ତ — ୧. Mentally displeased.
୨: ଦୁଃଖିତ —୨. Displeased; sorry.
୩: ଅଭିମାନିଆଁ —୩. Prone to take offence.