ଖଚ କହିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଚ କହିବା
ଉଚ୍ଚାରଣ: Khacha kahibā
চুগলিকরা चुगलकरना

ଦେ. କ୍ରି —

ଜଣକର ଛିଦ୍ର ବା ତ୍ରୁଟି ତାହାର ପ୍ରଭୃ ଆଗରେ ପ୍ରକାଶ କରିବା; ଚୁଗୁଲି କରିବା — To verbally report a matter; to back- bite a person before his master or superior; to back-bite.