ଖଚ କହିବା
ଦେଖଣା
ଖଚ କହିବା —
ଉଚ୍ଚାରଣ: Khacha kahibā
চুগলিকরা
चुगलकरना
ଦେ. କ୍ରି —
ଜଣକର ଛିଦ୍ର ବା ତ୍ରୁଟି ତାହାର ପ୍ରଭୃ ଆଗରେ ପ୍ରକାଶ କରିବା; ଚୁଗୁଲି କରିବା — To verbally report a matter; to back- bite a person before his master or superior; to back-bite.