ଖଚାରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଚାରୀ
ଉଚ୍ଚାରଣ: Khachārī
(ଖଚାରିଣୀ—ସ୍ତ୍ରୀ)

ସଂ. ବିଣ (ଖ=ଆକାଶ+ଚର ଧାତୁ=ବୁଲିବା+କର୍ତ୍ତୃ. ଇନ୍; ୧: ମା. ୧: ବ.) —

ଆକାଶଗାମୀ —Moving in the sky.

ସଂ. ବି —

୧: କାର୍ତ୍ତିକେୟ — ୧. Kārttikeya.

୨: ଖଚର (ଦେଖ) ୨. Khachara (See)