ଖଚାରୀ
ଦେଖଣା
ଖଚାରୀ —
ଉଚ୍ଚାରଣ: Khachārī
(ଖଚାରିଣୀ—ସ୍ତ୍ରୀ)
ସଂ. ବିଣ (ଖ=ଆକାଶ+ଚର ଧାତୁ=ବୁଲିବା+କର୍ତ୍ତୃ. ଇନ୍; ୧: ମା. ୧: ବ.) —
ଆକାଶଗାମୀ —Moving in the sky.
ସଂ. ବି —
୧: କାର୍ତ୍ତିକେୟ — ୧. Kārttikeya.
୨: ଖଚର (ଦେଖ) ୨. Khachara (See)
ଖଚାରୀ —
ଉଚ୍ଚାରଣ: Khachārī
(ଖଚାରିଣୀ—ସ୍ତ୍ରୀ)
ସଂ. ବିଣ (ଖ=ଆକାଶ+ଚର ଧାତୁ=ବୁଲିବା+କର୍ତ୍ତୃ. ଇନ୍; ୧: ମା. ୧: ବ.) —
ଆକାଶଗାମୀ —Moving in the sky.
ସଂ. ବି —
୧: କାର୍ତ୍ତିକେୟ — ୧. Kārttikeya.
୨: ଖଚର (ଦେଖ) ୨. Khachara (See)