Jump to content

ଓଡ଼ିଆରେ ଟାଇପ କରିବା ପାଇଁ ଏହି ପୃଷ୍ଠାର ବାମ ପଟେ ତଳେ ଥିବା ଅଲଗା ଭାଷାରେ କିମ୍ବା Languages କଡ଼ରେ ଥିବା ଉପରେ କ୍ଲିକ କରି ଓଡ଼ିଆ ବାଛନ୍ତୁ ।
  Typing Support    Odia Typing Layout     କର୍ମଶାଳା     ପ୍ରଶ୍ନ ପଚାରନ୍ତୁ   Odia Wikipedia

ଖଟୁଳିରେ ବସିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଟୁଳିରେ ବସିବା
ଉଚ୍ଚାରଣ: Khaṭuḻire basibā

ଦେ. କ୍ରି —

କୌଣସି କାର୍ଯ୍ୟ ବା ପରିଶ୍ରମ ନ କରି (ଶାଲଗ୍ରାମ ଖଟୁଳିରେ ବସିବା ଭଳି) ନିଷ୍କର୍ମା ବା ସୁସ୍ଥୀ ହୋଇ ବସି ରହିବା — To sit idly without doing any thing.