ଖଟୁଳିରେ ବସିବା
ଦେଖଣା
ଖଟୁଳିରେ ବସିବା —
ଉଚ୍ଚାରଣ: Khaṭuḻire basibā
ଦେ. କ୍ରି —
କୌଣସି କାର୍ଯ୍ୟ ବା ପରିଶ୍ରମ ନ କରି (ଶାଲଗ୍ରାମ ଖଟୁଳିରେ ବସିବା ଭଳି) ନିଷ୍କର୍ମା ବା ସୁସ୍ଥୀ ହୋଇ ବସି ରହିବା — To sit idly without doing any thing.