ଗଜଦନ୍ତପଲଙ୍କ
ଯେଉଁ ପଲଙ୍କରେ ଗଜଦନ୍ତଦ୍ୱାରା ଫୁଲ, ଲତା ଆଦି ନାନାପ୍ରକାର କାରୁକାର୍ଯ୍ୟ ରଚିତ ହୋଇଥାଏ — A bedstead artfully carved with ivory.