ଘଣ୍ଟି
ଦେଖଣା
ଘଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଘଣ୍ଟ+କ୍ଷୂଦ୍ରାର୍ଥେ. ଇ)
[ସମ୍ପାଦନା]- ୧. ଅଳଙ୍କାରାର୍ଥ ବ୍ୟବହୃତ ସାନ ଘଣ୍ଟି; ଘାଗୁଡ଼ି — ୧. Small bells; tinkling small bells used as ornament.
କ୍ଷୂଦ୍ର ଘଣ୍ଟି ସମୁହ ନୁପୁର ହଂସକାଦି ନିନାଦରେ—କବିସୂର୍ଯ୍ୟ. ସଙ୍ଗୀତ
- ୨. ଦୁଷ୍ଟ ଗାଈ ବା ବଳଦଙ୍କ ବେକରେ ଓହୋଳିଥିବା ଶବ୍ଦକାରୀ କାଠ ବାଉଶଁ ଦ୍ୱୟ —୨. Sounding long tied to the neck of a vicious cow or bullock.
- ୩. ଦେବତା ପୂଜାବବେଳେ କାଂସ୍ୟନିର୍ମିତ ବାଦନଯନ୍ତ୍ର ବ୍ୟବହୃତ ହୁଏ —୩. A small bell which is rung during worship of a Deity.
[ଦ୍ରଷ୍ଟବ୍ୟ —ଏହା ଉଗୁଡ଼ା ହୋଇଥିବା ପାତ୍ର ପରି ଓ ଏହା ମଧ୍ୟରେ ଗୋଟିଏ ଢଙ୍କଣ ତାରଦ୍ୱାରା ଲଟକି ଥାଏ ଓ ଉପରେ ଗୋଟିଏ ବେଣ୍ଟ ଲାଗିଥାଏ ବେଣ୍ଟକୁ ଧରି ହଲାଇଲେ ଢଙ୍କଣଟି ଘଣ୍ଟିର କାନ୍ଥରେ ଆଘାତ କରିବାଦ୍ୱାରା ଉତ୍ପନ୍ନ ହୁଏ ଆଉ ଏକପ୍ରକାର ବେଣ୍ଟ ନ ଥିବା ଘଣ୍ଟି ମନ୍ଦିର ଆଦିରେ ଲଟକା ହୁଏ ଏବଂ ତାକୁ ହଲାଇଦେଲେ ଢଙ୍କଣଟି ଦୋହଲି ଘଣ୍ଟିର କାନ୍ଥିରେ ଆଘାତ କରିବାରୁ ଟଣଟଣ ଶବ୍ଦ ଉତ୍ପନ୍ନ ହୁଏ]
- ୪. ବନ୍ୟ ବୃକ୍ଷବିଶେଷ —୪. Cardia Macleodii. (Haines).
[ଦ୍ରଷ୍ଟବ୍ୟ —ଏହା ଛୋଟଗଛ; ଫୁଲ ଧାଳା; ପାହାଡ଼ମାନଙ୍କରେ ବିଶେଷ ଦେଖାଯାଏ ଏହାର କାଠ ଭାରି ଶକ୍ତ ଥିବାରୁ ଏହା ଜୂଆଳି ପ୍ରଭୂତି ପାଇଁ ଉପଯୋଗୀ]