ଘଣ୍ଟିକା
ଦେଖଣା
ଘଣ୍ଟିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. କ୍ଷୂଦ୍ର ଘଣ୍ଟା —୧. Small bell.
- ୨. ଘୁଂଗୁର — ୨. Tinkling bell used as ornament.
- ୩. (ଘଣ୍ଟିକ+ଆ)—ମାଈ କୁମ୍ଭୀର — ୩. A female alligator.
ଅନୁବାଦ
[ସମ୍ପାଦନା]ଘଣ୍ଟିକା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗଳା ମଧ୍ୟରେ ତାଳୁରେ ଝୁଲୁ— ଥିବା ମାଂସ ପିଣ୍ଡ —୧. Palate; the uvula; the epiglottis.
- ୨. ଛଣପଟ ଫୁଲ —୨. Flower of the flax plant (looking like small bells).
- ୩. ଗଳାର ଘଣ୍ଟିକା ବଢ଼ିବା ରୋଗ —୩. A disease consisting of swelling of the uvula.