ଘଣ୍ଟିକା
ଘଣ୍ଟିକା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଘଣ୍ଟ+କ+ସ୍ତ୍ରୀ. ଆ)[ସମ୍ପାଦନା]
- ୧. କ୍ଷୂଦ୍ର ଘଣ୍ଟା —୧. Small bell.
- ୨. ଘୁଂଗୁର — ୨. Tinkling bell used as ornament.
- ୩. (ଘଣ୍ଟିକ+ଆ)—ମାଈ କୁମ୍ଭୀର — ୩. A female alligator.
ଅନୁବାଦ[ସମ୍ପାଦନା]
ଘଣ୍ଟିକା
|
ଦେଶଜ - ବିଶେଷ୍ୟ -[ସମ୍ପାଦନା]
- ୧. ଗଳା ମଧ୍ୟରେ ତାଳୁରେ ଝୁଲୁ— ଥିବା ମାଂସ ପିଣ୍ଡ —୧. Palate; the uvula; the epiglottis.
- ୨. ଛଣପଟ ଫୁଲ —୨. Flower of the flax plant (looking like small bells).
- ୩. ଗଳାର ଘଣ୍ଟିକା ବଢ଼ିବା ରୋଗ —୩. A disease consisting of swelling of the uvula.