ଘନକୁନ୍ତଳା
ଘନକୁନ୍ତଳା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି | (file) |
ଧ୍ୱନି | (file) |
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ଘନ+କୁନ୍ତଳ+ଆ)[ସମ୍ପାଦନା]
- ୧. ଯେଉଁ ସ୍ତ୍ରୀର ମୁଣ୍ଡରେ ମେଘ ପରି ଗାଢ଼ କୃଷ୍ଣବର୍ଣ୍ଣ କେଶ ଅଛି —୧. (a woman) Having deep black hair on the head like the clouds.
- ୨. ଯାହା ମୁଣ୍ଡରେ କେଶ ଘନ ବା ନିବିଡ଼; ଯାହାର ଗହବା ବାଳ —୨. Having a dense mass of hair on the head.